Browsing Tag

byuro

ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି; ଡିସେମ୍ବର ୧୬ରୁ ସକାଳ ସାଢ଼େ ୫ଟାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି

ପୁରୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ

ରାଜ୍ୟରେ ୧୦% ବୟସ୍କ ଏବେ ବି ନେଇ ନାହାନ୍ତି କରୋନା ଟିକା

ଭୁବନେଶ୍ବର ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟରେ ବୟସ୍କ ବ୍ୟକ୍ତିମାନଙ୍କ ଉପରୁ କରୋନା ବିପଦ ଟଳିନି। ଏବେ ରାଜ୍ୟରେ କରୋନାରେ ଯେତେ ଲୋକ ମରୁଛନ୍ତି ସେଥିରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ବୟସ୍କ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି। ହେଲେ

୧୧ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ମନ୍ତ୍ର, ଲୋକଙ୍କୁ ଶ୍ରେଷ୍ଠ ଶାସନ ଦିଅ

ବାରାଣସୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରାଣସୀ ଗସ୍ତର ଦ୍ବିତୀୟ ଦିନରେ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ମୋଦୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆଗାମୀ ବିଭିନ୍ନ ବିଧାନସଭା ନିର୍ବାଚନ ଲାଗି ଗୁରୁମନ୍ତ୍ର

କୃଷକଙ୍କୁ ହତ୍ୟା ଉଦ୍ଦେଶ୍ୟମୂଳକ – ଏସ୍‌ଆଇଟି

ଲକ୍ଷ୍ନୌ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଆନ୍ଦୋଳନରତ କୃଷକଙ୍କୁ ଗାଡ଼ିମଡ଼ାଇ ହତ୍ୟା କରାଯିବା​ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ଏହା ଆଦୌ ଦୁର୍ଘଟଣା କିମ୍ବା ଅସାବଧାନତା ଜନିତ ମୃତ୍ୟୁ ନୁହେଁ; ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ। ଏଭଳି ମତ ଦେଇଛନ୍ତି

ବିଶ୍ବରେ ‘ଓମିକ୍ରନ୍‌’ ଭଳି ଦ୍ରୁତ ବେଗରେ ଅନ୍ୟ କୌଣସି ‘ଭେରିଏଣ୍ଟ୍‌’ ବ୍ୟାପି ନ ଥିଲା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାଭାଇସର୍‌ର ‘ଓମିକ୍ରନ୍ ଭେରିଏଣ୍ଟ୍‌’ ଯେଉଁ ବେଗରେ ବିସ୍ତାର ଲାଭ କରୁଛି, ବିଶ୍ବରେ ପୂର୍ବରୁ କୌଣସି ଭେରିଏଣ୍ଟ୍‌ ଏଭଳି ବେଗରେ ବ୍ୟାପି ନ ଥିବା କଥା ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। ଗଣମାଧ୍ୟମକୁ ବିଶ୍ବସ୍ବାସ୍ଥ୍ୟ

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ: ମୁଖ୍ୟମନ୍ତ୍ରୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା ଭୁବନେଶ୍ବର ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ପାପଡ଼ାହାଣ୍ଡି ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ବୀଣାପାଣି ବେହେରାଙ୍କ ବାସଭବନରେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଛନ୍ତି। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୁଦୁଲିଗୁଡ଼ା ଗାଁରର

୩ ବର୍ଷରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ ନୋଭାଭାକ୍ସ କୋଭିଡ-୧୯

ନୂଆଦିଲ୍ଲୀ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶବାସୀଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଣିକି ୩ରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା ନୋଭାଭାକ୍ସ କୋଭିଡ-୧୯। ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ୬ ମାସ ଭିତରେ ପିଲାଙ୍କୁ ଟିକା ଦିଆଯିବା ନେଇ

ରାଜ୍ୟରେ ଖୋଲିବ ୧୧ଟି ସାଇବର ଥାନା, ନିୟୋଜିତ ହେବେ ୧୫୪ ପୁଲିସ କର୍ମଚାରୀ

ଭୁବନେଶ୍ବର ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି । ସାଇବର ଅପରାଧ, ବ୍ୟାଙ୍କ ନେଣ-ଦେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ

ବ୍ୟାଙ୍କିଙ୍ଗ୍‌ ଲ ବିଲ୍‌କୁ ବିରୋଧ: ୧୬ ଏବଂ ୧୭ରେ ବ୍ୟାଙ୍କ ଧର୍ମଘଟ ଡାକରା

ମୁମ୍ବାଇ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବ୍ୟାଙ୍କିଙ୍ଗ୍‌ ଲ ବିଲ୍‌ ୨୦୨୧କୁ ଦେଶର ବ୍ୟାଙ୍କ କର୍ମଚାରୀଙ୍କ ସଙ୍ଗଠନଗୁଡ଼ିକ ବିରୋଧ କରୁଛନ୍ତି । ଏଭଳି ପ୍ରସଙ୍ଗକୁ ଆଧାର କରି ସଂଘଗୁଡ଼ିକ ପକ୍ଷରୁ ଡିସେମ୍ବର ୧୬ ଏବଂ ୧୭ ତାରିଖରେ ଧର୍ମଘଟ ଡାକରା ଦିଆଯାଇଛି । ୧୩ କମ୍ପାନି ଲାଗି ଦେଶର
error: Content is protected !!
Open chat