୧୦ମ ଇଂରାଜୀ ପ୍ରଶ୍ନପତ୍ରରେ ଭୁଲ ଥିବା ସ୍ୱୀକାର କଲେ ସିବିଏସ୍ଇ କର୍ତ୍ତୃପକ୍ଷ; ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ…
ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଗତ ଡିସେମ୍ବର ୧୧ ତାରିଖରେ ସିବିଏସ୍ଇର ୧୦ମ ଶ୍ରେଣୀ ପାଇଁ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍ ଓ ଧାର୍ଯ୍ୟ ଗାଇଡ୍ଲାଇନ୍ ବାହାରୁ ରହି ଯାଇଥିଲା ବୋଲି ସିବିଏସ୍ଇ କର୍ତ୍ତୃପକ୍ଷ ସୋମବାର!-->…