ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା
ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା। ଦିଲ୍ଲୀର ବ୍ରାର ସ୍କୋୟାରରେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ କ୍ରିୟା ସମ୍ପନ୍ନ ହୋଇଛି। ଶେଷକୃତ୍ୟ କ୍ରିୟା କାର୍ଯ୍ୟ ୨ ଝିଅ କ୍ରିତିକା ଓ ତାରିଣୀ!-->…