ଚୀନକୁ ଆଉ ଏକ ବଡ ଅର୍ଥନୈତିକ ଓ ବ୍ୟବସାୟିକ ଧକ୍କା: ଭାରତ ପରେ ଆରବର ‘ସାଉଦୀ ଅରାମକୋ’ ରଦ୍ଦ କଲା ୧୦୦୦ କୋଟି ଡ଼ଲାରର…
ନୂଆଦିଲ୍ଲୀ/ବେଜିଙ୍ଗ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାଉଦୀ ଆରବର ସରକାରୀ ତୈଳ କମ୍ପାନୀ "ସାଉଦୀ ଅରାମକୋ" ଚୀନରେ ନିଜର ପ୍ରସ୍ତାବିତ ରିଫାଇନାରୀ ଓ ପେଟ୍ରୋକେମିକାଲ କମ୍ପଲେକ୍ସ ନିର୍ମାଣ ପ୍ରକଳ୍ପ ରଦ୍ଦ କରିଛି । ଏହି ପ୍ରକଳ୍ପରେ ସାଉଦୀଆରବ ୧୦୦୦ କୋଟିର ଡ଼ଲାର ନିବେଶ କରିବାର ଯୋଜନା!-->…