Browsing Tag

chief

କୋଭିଡ୍‍-୧୯ ଟିକା କ୍ଷେତ୍ରରେ ଗରିବ ଦେଶମାନଙ୍କୁ ଧନୀ ଦେଶ ସହାୟତା କରନ୍ତୁ : ଜାତିସଂଘ ମହାସଚିବ ଗୁଟେରସ୍‍

ୱାଶିଂଟନ : ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍‍ ଗରିବ ଦେଶମାନଙ୍କୁ କୋଭିଡ୍‍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି। ଶ୍ରୀ ଗୁଟେରସ୍‍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ…

ରାମ ମନ୍ଦିର ନିର୍ମାଣ ପାଇଁ ସୁନାର ଇଟା ଦେବେ ମୋଗଲଙ୍କ ବଂଶଧର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ହାଇଦ୍ରାବାଦ ୨୯/୦୭: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ଏହାକୁ ନେଇ କେବଳ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି ମୁସଲିମ ସଂପ୍ରଦାୟର ଲୋକମାନେ…
error: Content is protected !!
Open chat