“ଦ କପିଲ୍ ଶର୍ମା ଶୋ”କୁ ସଂପୂର୍ଣ୍ଣ ବୟକଟ କରିବାକୁ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ମାନଙ୍କ ଅନୁରୋଧ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୨୫/୦୮: ‘ଦ କପିଲ ଶର୍ମା ଶୋ’କୁ ବୟକଟ କରିବାକୁ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ମାନେ ଅନୁରୋଧ କରିଛନ୍ତି। ସୋମବାର ‘ଜଷ୍ଟିସ୍ ଫର୍ ସୁଶାନ୍ତ ସିଂହ ରାଜପୁତ’ ନାଁରେ ଥିବା ଏକ ଗ୍ରୁପ୍ ଫେସ୍ବୁକ୍ରେ ଏନେଇ ଏକ ପୋଷ୍ଟ୍ କରିଛି। ଏଥିରେ ଏହି ଗ୍ରୁପ୍ର!-->…