କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆସୁଛି ୧୫୦୦ ଟ୍ରାକ୍ଟର, ସାଙ୍ଗରେ ଅଛନ୍ତି ୩୦ ହଜାର କୃଷକ
ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନକାରୀ କୃଷକ ଏବେ ସଂଗ୍ରାମ ଜାରି ରଖିଛନ୍ତି। ଆଗକୁ ମଧ୍ୟ ଏହାକୁ ଆହୁରି ବଡ ଧରଣ କରିବାର ଯୋଜନାରେ ଅଛନ୍ତି। ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ବଲବୀର. ଏସ୍. ରାଜେଓ୍ବାଲ କହିଛନ୍ତି, ଆମେ ୧୨ ଡିସେମ୍ବରରୁ!-->…