Browsing Tag

coming

କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆସୁଛି ୧୫୦୦ ଟ୍ରାକ୍ଟର, ସାଙ୍ଗରେ ଅଛନ୍ତି ୩୦ ହଜାର କୃଷକ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନକାରୀ କୃଷକ ଏବେ ସଂଗ୍ରାମ ଜାରି ରଖିଛନ୍ତି। ଆଗକୁ ମଧ୍ୟ ଏହାକୁ ଆହୁରି ବଡ ଧରଣ କରିବାର ଯୋଜନାରେ ଅଛନ୍ତି। ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ବଲବୀର. ଏସ୍. ରାଜେଓ୍ବାଲ କହିଛନ୍ତି, ଆମେ ୧୨ ଡିସେମ୍ବରରୁ…

ମୁଁ ଆସନ୍ତା ସପ୍ତାହରେ ମୁମ୍ବାଇ ଆସୁଛି, କାହା ବୋପାର ସାହସ ଅଛି ତ ଅଟକାଅ : କଙ୍ଗନା ରାଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୦୫/୦୯ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗୋଟାଏ ପରେ ଗୋଟାଏ ବିସ୍ଫୋରକ ବୟାନ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ନିକଟରେ କହିଥିଲେ କି ମୁମ୍ବାଇ ତାଙ୍କୁ ପାକିସ୍ତାନ‌ ଅଧୀକୃତ କଶ୍ମୀର ପରି ଲାଗୁଛି।…
error: Content is protected !!
Open chat