ଅନଲକ – ୩ରେ ସ୍ୱତନ୍ତ୍ର ଖାଦ୍ୟ ସମ୍ଭାର : ରେଷ୍ଟୁରାଣ୍ଟରେ ମିଳୁଛି ‘କୋଭିଡ୍ କରି’ ଆଉ ‘ମାସ୍କ ନାନ୍’
ଯୋଧପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ‘କୋଭିଡ୍ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି!-->…