ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି : ଡିଜିପି ଅଭୟ
ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମ୍ମିଳନୀ ଉଦ୍ଘାଟିତ
କଟକ : ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି। ୨୦୨୦ରେ ଓଡ଼ିଶା ପୁଲିସ ଭଲଭାବେ କରୋନା ମୁକାବିଲା କରିଛି ବୋଲି ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କହିଛନ୍ତି। ରବିବାର କଟକଠାରେ ରାଜ୍ୟର ବରିଷ୍ଠ ପୁଲିସ୍!-->!-->!-->…