ଭୁବନେଶ୍ବର ନାବାଳିକା ଗଣଦୁର୍ଷ୍କମ ମାମଲାରେ ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
କଟକ: ଭୁବନେଶ୍ବର ଇନ୍ଫୋସିଟି ନାବାଳିକା ଗଣଦୁର୍ଷ୍କମ ମାମଲାରେ ଓଟିଭିର ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଓଟିଭିର ଚାରି କର୍ମଚାରୀ ଓ ସିକ୍ୟୁରିଟିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇପାରେ। ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ ଗିରଫ!-->…