Browsing Tag

culpricts

ପିଉସାଙ୍କୁ ହତ୍ୟା କରାଯିବା ପରେ ନ୍ୟାୟ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ‌କଲେ କ୍ରିକେଟର ସୁରେଶ ରାଇନା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ :ଭାରତୀୟ କ୍ରିକେଟର ସୁରେଶ ରାଇନା ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୁଲିସ ନିକଟରେ ପିଉସାଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରିଛନ୍ତି। ଅଗଷ୍ଟ ୧୯ରେ ପଠାନକୋଟରେ ସୁରେଶ ରାଇନାଙ୍କ ପିଉସୀ ଘର ଉପରେ କିଛି ଅଜଣା ଯୁବକ…
error: Content is protected !!
Open chat