ଜଗତପୁରର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ
କଟକ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ!-->…