ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି ୩୦% ପର୍ଯ୍ୟନ୍ତ କମିପାରେ
ସ୍କୁଲ ଫି’ ଛାଡ଼କୁ ନେଇ ବୈଠକରେ ସହମତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୧୧/୦୯: କରୋନାକୁ ନେଇ ରାଜ୍ୟରେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନ୍ଲାଇନ୍ ଯୋଗେ ଚାଲିଛି ପାଠପଢା। ତେବେ ସ୍କୁଲ୍ ଫି’ ହ୍ରାସକୁ ନେଇ ଅଭିଭାବକ ସଂଘ ଓ ବିଦ୍ୟାଳୟ ସଂଘ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ!-->!-->!-->…