ଦୁଇଭାଗ ହେଲା ଏଲଜେପି : ପଶୁପତି କୁମାର ପାରସ ସଂସଦୀୟ ଦଳ ନେତା
ପାଟନା ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଶେଷରେ ଏଲଜେପିରେ ବିଭାଜନ ଘଟିଛି। ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀ ପାରସଙ୍କୁ ଲୋକ ଜନଶକ୍ତି!-->…