ଜାତୀୟସ୍ତରର ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ରାମେଶ୍ବରୀଙ୍କୁ ଦ୍ବିମୁକୁଟ
ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍ କ୍ଲବ ପକ୍ଷରୁ ଚଳିତବର୍ଷ ଆୟୋଜିତ ସୁନ୍ଦରୀ ଶ୍ରୀମତି ପ୍ରତିଯୋଗିତା (୬ଷ୍ଠ ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ ବିୟୁଟି ପିଜାଣ୍ଟ-୨୦୨୦)ରେ ଅଂଶଗ୍ରହଣ କରିଥିବା ବ୍ରହ୍ମପୁରର ରାମେଶ୍ବରୀ ନନ୍ଦ ଦ୍ବିମୁକୁଟ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ ଫାଇନାଲ୍ରେ ସାରା!-->…