Browsing Tag

due

ୟୁପିକୁ ଫେରିଲା ଲାଗିଲା ନାଇଟ୍‍ କର୍ଫ୍ୟୁ

ଲକ୍ଷ୍ନୌ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପୁଣି ଉତ୍ତର ପ୍ରଦେଶକୁ ଫେରିଲା ନାଇଟ୍‍ କର୍ଫ୍ୟୁ । । ଉତ୍ତରପ୍ରଦେଶ ସରକାର ପ୍ରଥମ ପର୍ୟ୍ୟାୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍‍ କର୍ଫ୍ୟୁ ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର ।

ଭାରତ ବନ୍ଦ ଯୋଗୁଁ ଜାନୁଆରି ୨କୁ ଘୁଞ୍ଚିଲା ଓଡ଼ିଶା ପ୍ରଶାସନିକ ସେବା ମୁଖ୍ୟ ପରୀକ୍ଷା

ଭୁବନେଶ୍ୱର : କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡ଼ିକଭାରତ ବନ୍ଦ ଡକରା ଦେଇଥିବାରୁ ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାକୁ ଜାନୁଆରି ୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆଜି ଜାରି ଏକ

ରାଜ୍ୟରେ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରି OJEE ପରୀକ୍ଷା ସ୍ଥଗିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୮/୦୯:ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସ୍ଥଗିତ ହୋଇଛି । ଆସନ୍ତା ୯ ତାରିଖ (ବୁଧବାର)ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା । କିନ୍ତୁ ରାଜ୍ୟରେ କରୋନା ମହାମାରୀରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ

କଟକ ପୁଲିସ୍‌ର ପ୍ରଥମ କରୋନା ମୃତ୍ୟୁ : ଆଖି ବୁଜିଲେ କନଷ୍ଟେବଳ ଦିବାକର ସେଠୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୭/୦୯: ପ୍ରଥମ ଥର ପାଇଁ କଟକ କମିସନରେଟ୍‌ ପୁୁଲିସ୍‌ରେ ମୁଣ୍ଡ ନେଇଛି କରୋନା । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା ପରେ
error: Content is protected !!
Open chat