ଅଗଷ୍ଟ ୨୧ ରେ ନିଲାମ ହେବ ମହାତ୍ମା ଗାନ୍ଧିଙ୍କ ଚଷମା, ଲାଗିବ ଡାକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ଲଣ୍ଡନ ୧୧/୦୮: ଆଗାମୀ ୨୧ ତାରିଖରେ ଏକ ଅନଲାଇନ୍ ନିଲାମ ହେବାକୁ ଯାଉଛି। ଯାହକୁ ନେଇ ବ୍ରିଟେନ ସମେତ ବିଭିନ୍ନ ଦେଶରେ ଲୋକେ ଏବେ ବେଶ ଉତ୍ସାହିତ। ଏକ ଯୋଡା ଚଷମାକୁ ନିଲାମ କରାଯିବ। ସୁନା କଲେଇ କରା ଏହି ଚଷମାକୁ ୧୯ଶହ ଦଶକରେ ମହାତ୍ମା ଗାନ୍ଧି!-->…