Browsing Tag

ed

ଇଡିର ବଡ଼ ଖୁଲାସା : ସୁଶାନ୍ତ ସିଂଙ୍କ ଖାତାରୁ ରୀୟାଙ୍କ ଭାଇ ଶୌବିକ ଚକ୍ରବର୍ତୀଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା ! !

ମୁ‌ମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡିର ପଚରାଉଚରା ବେଳେ ରୀୟା ଚକ୍ରବର୍ତୀଙ୍କ ଭାଇ ଶୌବିକ ଚକ୍ରବର୍ତୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମ୍ନାକୁ ଆସିଛି । ଏହି ଷ୍ଟେଟମେଣ୍ଟରୁ ପ୍ରମାଣିତ ହେଉଛି ଯେ ସୁଶାନ୍ତ ସିଂ ରାଜପୁତ ଖାତାରୁ ଟଙ୍କା…

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆକାଉଣ୍ଟରୁ ୧୫ କୋଟି ଗାଏବ: ଲଣ୍ଡରିଂ ମାମଲା ଦାଖଲ କଲେ ଏନଫୋର୍ସମେଣ୍ଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୧/୦୮: ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ’ ଇଡି ପ୍ରିଭେନସନ୍ ଅଫ୍ ମନି…
error: Content is protected !!
Open chat