କୃଷକ ଆନ୍ଦୋଳନକୁ ସମର୍ଥନ, ଇସ୍ତଫା ପତ୍ର ପଠାଇଲେ ପଞ୍ଜାବ ଜେଲର ଡ଼ିଆଇଜି
ପଞ୍ଜାବରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫେରସ୍ତ ପରେ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ପଞ୍ଜାବର ଜେଲ ଡ଼ିଆଇଜି ଲଖବିନ୍ଦର ସିଂ ଜାଖର ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି। ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ତଫା ଦେବାର କାରଣ ହେଉଛି କୃଷି ଆଇନ!-->…