Browsing Tag

farmer protection at bolangir

ରାସ୍ତାରୋକ ବେଳେ ଲୋକଙ୍କୁ ବୁଝାସୁଝା କରୁଥିବା ତହସିଲଦାରଙ୍କୁ ଆକ୍ରମଣ କଲେ ପୂର୍ବତନ ପେକ୍ସ ସଭାପତି- ଥାନାରେ ମାମଲା

ବଲାଙ୍ଗୀର : ବଲାଙ୍ଗୀର-ଟିଟିଲାଗଡ଼ ୨୬ନମ୍ବର ଜାତୀୟ ରାଜପଥ ଉପରେ ଧାନ ଗାଡ଼ି ରଖି ଆନ୍ଦୋଳନରେ ଥିବା ଚାଷୀଙ୍କୁ ବୁଝାସୁଝା କରୁଥିବା ବେଳେ ତହସିଲଦାର ଚନ୍ଦ୍ରମଣି ନାଗଙ୍କୁ ଆକ୍ରମଣ ହୋଇଛି । ରାସ୍ତାରୋକ ସମ୍ପର୍କରେ ତହସିଲଦାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଚାଷୀଙ୍କ ସହ ଆଲୋଚନା…
error: Content is protected !!
Open chat