ଗାଡିରେ HSRP ଓ କଲର କୋଡ୍ ହେବ ବାଧ୍ୟତାମୂଳକ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଲାଗୁ କରିଛନ୍ତି ନୂଆ ନିୟମ। ତାହା ହେଲା ସମସ୍ତ ବାହାନ ଉପରୁ ଟାମ୍ପର ପ୍ରୁଫ୍ ହାଇ ସିକ୍ୟୁରିଟି ରେଜିଷ୍ଟେ୍ରସନ୍ ପ୍ଲେଟ୍ (HSRP) ଓ କଲର କୋଡ୍ ଥିବା ଷ୍ଟିକର ଲଗାଇବା ବାଧ୍ୟତାମୂଳକ କରିଦିଆଯାଇଛି।!-->…