Browsing Tag

fraud

IIFL ଡକାୟତି ମାମଲା: ରିମାଣ୍ଡ୍‌ ଶେଷ, ଜେଲ୍‌ ଗଲେ ମ୍ୟାନେଜର ନୀଳିମା

କଟକ,୦୭/୧୨: ନୟାସଡ଼କ ସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ଡକାୟତି ଘଟଣାରେ ପୁଲିସ ଦୀର୍ଘ ଦିନ ହେଲା ଲାଲା ଅମୃତ ସାଗର ରାଏ ଓ ତାର କିଛି ସହଯୋଗୀଙ୍କୁ ରିମାଣ୍ଡ୍‌ରେ ଆଣି ଜେରା କରୁଛି। ମାତ୍ର ସଂସ୍ଥାରେ ହୋଇଥିବା ଡକାୟତି ଘଟଣା ନେଇ ସେଭଳି ଆଉ କିଛି ନୂଆ ତଥ୍ୟ ଅଭିଯୁକ୍ତଙ୍କଠାରୁ ପୁଲିସ ହାସଲ…

ଚାକିରି ଦେବା ନାଁରେ ଠକେଇ, ଜାଲିଆତି ଅଭିଯୋଗ ମାମଲା: ଜାମିନ ଖାରଜ ପରେ ଝାରପଡ଼ା ଜେଲ୍‌ ଗଲେ ପ୍ରଦୀପ

ଭୁବନେଶ୍ୱର,୦୪/୧୨: ଚାରି ଦିନ ତଳେ ଦଳରୁ ତଡ଼ା ଖାଇଥିଲେ ଜନ ବିରୋଧୀ କାର୍ଯ୍ୟ ପାଇଁ । ଗତକାଲି ଗିରଫ ହୋଇଛନ୍ତି। ଅଭିଯୋଗ, ଚାକିରି ଦେବା ନାମରେ ଠକୁଥିଲେ । କୋଟି କୋଟି ଟଙ୍କା ଆଦାୟ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର…

ମହୁରେ ’ଚିନି ସିରା’ ଓ ’ଚାଉଳ ମଣ୍ଡ’: ନାମୀ-ଦାମୀ କମ୍ପାନୀ ନମୁନା ପରୀକ୍ଷଣରେ ଫେଲ୍

ସେଣ୍ଟ ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ ପ୍ରକାଶିତ ରିପୋର୍ଟରେ ସୂଚନା ନୂଆଦିଲ୍ଲୀ: ବଜାରରେ ମିଳୁଥିବା ନାମୀ କମ୍ପାନୀର ଦାମୀ ମହୁ ବି ଭେଜାଲ । ଖାଲି ଭେଜାଲ ନୁହେଁ, ଚିନି ସିରା ଓ ଚାଉଳ ମଣ୍ଡ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ବର୍ତମାନ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି…

ଦୁଷ୍କର୍ମ ଅଭିଯୋଗରେ ଜଡିତ ଭଣ୍ଡ ବାବା ତଥା ଫେରାର ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନିଜସ୍ୱ ନୂଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ବ୍ୟାଙ୍କ । ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧରେ ଜଡିତ ଏହି ଭଣ୍ଡ ବାବା ଭାରତ ଛାଡି ଫେରାର ହେବା ପରେ ନିଜର ସ୍ୱତନ୍ତ୍ର ଦେଶ ଗଢିଥିବା ଦାବି କରିଥିଲେ । ଏବେ ବ୍ୟାଙ୍କ ଖୋଲିବା ନେଇ ଘୋଷଣା…

ନିଯୁକ୍ତି ଆଶାୟୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ : ନକଲି ନିଯୁକ୍ତି ୱେବସାଇଟ୍ ଖୋଲି ଲୁଟୁଛନ୍ତି ସାଇବର ଠକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଆପଣ ନିଯୁକ୍ତି ଆଶାରେ ସାଇନ୍‌ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍‌ରେ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। ସାଇବର ଅପରାଧୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍‌ ଜର୍ମାନିରୁ ନିୟନ୍ତ୍ରଣ…
error: Content is protected !!
Open chat