ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଲୁପ୍ତପ୍ରାୟ ବିରଳ ଆଦିବାସୀ ସଂପ୍ରଦାୟର ୧୦ ଜଣ କରୋନାରେ ଆକ୍ରାନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୮: ସାରାବିଶ୍ୱର କୋଣ ଅନୁକୋଣରେ ମହାମାରୀ କରୋନା କାୟାବିସ୍ତାର କରିସାରିଲାଣି । ତେବେ ଏହି ମହାମାରୀ ଏବେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ପଶିବା ଆରମ୍ଭ କରିଛି । ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଜନଜାତି ଏବେ କରୋନାରେ ଶିକାର ହୋଇଛନ୍ତି!-->…