ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଆମେରିକା
ଫାଇଜର ବାୟୋଏନଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି। ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ। ପ୍ରଥମେ ବ୍ରିଟେନ ଏବଂ ପରେ!-->…