ହିନ୍ଦୁ ଦେବୀ-ଦେବତାଙ୍କୁ ଫେସବୁକରେ ଅଭଦ୍ର ମନ୍ତବ୍ୟ ଦେଇ କିରଣ ଯାଦବ ଗିରଫ
ବୈଶାଳୀ,୧୮।୧୨:ସୋସିଆଲ ମିଠିଆରେ ସବୁବେଳେ ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଉଥିବା ବିହାରର କିରଣ ଯାଦବ ଗିରଫ ହୋଇଛନ୍ତି। କିରଣ ଯାଦବଙ୍କ ଉପରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବାର ଅଭିଯୋଗ ରହିଛି। ସୋସିଆଲ ମିଡିଆ ଜରିଆରେ ଗତ କିଛି ଦିନ ଧରି ଖୁବ୍ ଚର୍ଚ୍ଚାର!-->…