କରୋନା ଟୀକାକରଣ : ୮୩କୋଟି ସରିଞ୍ଜ୍ କିଣିବା ପାଇଁ ସରକାରଙ୍କର ନିର୍ଦ୍ଦେଶ, ଆସନ୍ତାକାଲିଠାରୁ ଦେଶ ବ୍ୟାପି ଡ୍ରାଏ ରନ୍
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ ଲାଗି କେନ୍ଦ୍ର ସରକାର ୮୩କୋଟି ସରିଞ୍ଜ୍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ୩୫କୋଟି ସିରିଞ୍ଜ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଥମିକତା ଦୃଷ୍ଟିରୁ!-->…