କରୋନା ପୀଡ଼ିତ ପିଲାମାନଙ୍କ କ୍ଷେତ୍ରରେ ବ୍ୟବହାର ହେବନି ରେମଡେସିଭିର୍ ଔଷଧ
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ସଂକ୍ରମଣରେ ପୀଡ଼ିତ ହେଉଥିବା ପିଲାମାନଙ୍କ କ୍ଷେତ୍ରରେ ରେମଡେସିଭିର୍ ଔଷଧ ଆଦୌ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ୫ବର୍ଷରୁ କମ୍ ପିଲାମାନେ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ!-->…