କୋଭିଡ୍-୧୯ ମାମଲାଜନିତ ‘ହୋମ୍ ଆଇସୋଲେସନ୍’ ପାଇଁ ସଂଶୋଧିତ ଗାଇଡ୍ଲାଇନ୍ ଜାରି
ନୂଆଦିଲ୍ଲୀ ୦୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଘରେ ଏକାନ୍ତବାସ (ହୋମ୍ ଆଇସୋଲେସନ୍) କରୁଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ନିମନ୍ତେ କେନ୍ଦ୍ର ସରକାର ସଂଶୋଧିତ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସଂଶୋଧିତ ଗାଇଡ୍ଲାଇସନ୍ ଅନୁସାରେ, ପଜିଟିଭ୍ ବାହାରିବାର ଅନ୍ୟୂନ ୭ ଦିନ ଧରି ଘରେ ରହିବା ସହ!-->…