Browsing Tag

HIGH COURT ODISHA

ଦୀର୍ଘ ୩୨ ବର୍ଷ ତଳର ହତ୍ୟା ଅଭିଯୁକ୍ତ ଗୁଲାଇ ମାଝୀ ବୃଦ୍ଧ ବୟସରେ ଜେଲ୍‌ରେ ରହିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଇରଙ୍ଗପୁର ୩୧/୦୮ : ଦୀର୍ଘ ୩୨ ବର୍ଷ ପରେ ହାଇକୋର୍ଟରେ କନ୍ଧ ମାଝୀ ହତ୍ୟା ମାମଲାର ଶୁଣାଣି କରାଯାଇ ଚୁଡ଼ାନ୍ତ ରାୟ ଆସିଛି । ବିଚାରପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଗୁଲାଇ ମାଝୀ(୬୫)ଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହତ୍ୟା…

‘ଦ୍ୱୈତ-ନଗରୀ’ରେ ଗଣେଶ ପୂଜା: ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ

କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: କଟକ- ଭୁବନେଶ୍ୱର 'ଦ୍ୱୈତ-ନଗରୀ'ରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଆଜି ଏହି ନିର୍ଦେଶନାମା ଜାରି…

ଜିଏସ୍‌ଟି ଠକେଇ କଲେ ଜାମିନ ମିଳିବନି : ଓଡ଼ିଶା ହାଇକୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୭:: ଜିଏସ୍‌ଟି ଠକେଇକାରୀଙ୍କୁ ଆଉ ମିଳିବନି ରକ୍ଷା। ଜିଏସ୍‌ଟି ଠକେଇ ମାମଲାରେ ଦିଆଯିବନି ଜାମିନ। କାରଣ ଜିଏସ୍‌ଟି ଠକେଇ ଦ୍ୱାରା ଦେଶର ଅର୍ଥନୀତି ଧ୍ୱଂସ ହେଉଛି। ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଏଭଳି ଅପରାଧୀଙ୍କୁ ଆଇନ ପରସରକୁ ନଆଣିଲେ…
error: Content is protected !!
Open chat