ରାହୁଲଙ୍କ ପାଖରେ ରାଜନୈତିକ ସ୍ଥିରତାର ଅଭାବ ରହିଛି: ପାୱାର
ଯଦି ସ୍ଥିର ସରକାର ଲୋଡ଼ା, ନେତୃତ୍ବକୁ ନେଇ କୌଣସି ଟିପ୍ପଣୀ ରଖନାହିଁ : କଂଗ୍ରେସ
ନୂଆଦିଲ୍ଲୀ : ଏନ୍ସିପି ସଭାପତି ଶରଦ ପାୱାର ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ପାୱାରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ଖପ୍ପା ହୋଇଯାଇଛି। ପାୱାର!-->!-->!-->…