ଭାରତରେ କୋଭିଡ୍ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି
ନୂଆଦିଲ୍ଲୀ ୧୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ୍-୧୯ ମହାମାରୀ ବିରୁଦ୍ଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ରବିବାର ଦିନ ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବଧି ମଧ୍ୟରେ ୧୫୬.୭୬ କୋଟିରୁ ଅଧିକ ଟିକା ଡୋଜ୍ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି।
ସ୍ୱାସ୍ଥ୍ୟ!-->!-->!-->…