Browsing Tag

IN MAHARASTRA

ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ

ମୁମ୍ବଇ ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡ୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ମଧ୍ୟରେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର ସବୁ ରାଜ୍ୟଠାରୁ ଆଗରେ ଥିବା ଜଣାଯାଇଛି। ରାଜ୍ୟର ୧୦ ଜଣ ମନ୍ତ୍ରୀ ଏବଂ ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ…

ମହାରାଷ୍ଟ୍ରରେ ପୁଣି ଆରମ୍ଭ ହେବ ବଳଦଗାଡ଼ି ଦୌଡ଼, ସୁପ୍ରିମକୋର୍ଟ ଉଠାଇଲେ ନିଷେଧାଜ୍ଞା

ମୁମ୍ବାଇ ୧୬/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମହାରାଷ୍ଟ୍ରରେ ବଳଦ ଗାଡ଼ି ଦୌଡ଼ଉପରେ ଲଗାଇଥିବା କଟକଣା ଉଠାଇଦେଇଛନ୍ତି ସୁପ୍ରିମକୋର୍ଟ । ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏ ଧରଣର ଅନ୍ୟାନ୍ୟ ପାରମ୍ପରିକ କ୍ରୀଡ଼ା ଦେଶର ଅନ୍ୟ ଅଞ୍ଚଳରେ ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଉପରେ କଟକଣା…
error: Content is protected !!
Open chat