ଆରପାରିରେ ବପ୍ପି ଲାହିରୀ
ମୁମ୍ବାଇ ୧୬/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସଂଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ ଝଟକା ଲାଗୁଛି। ନିକଟରେ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିଲା । ଯାହାପରେ ସମଗ୍ର ଦୁନିଆ ଦୁଃଖରେ ଭାଙ୍ଗିପଡିଥିଲା। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଗାୟକ ତଥା!-->…