Browsing Tag

in odisha

ଝୁଲିଲା ସ୍କୁଲଖୋଲା ନିଷ୍ପତ୍ତି,ଆସନ୍ତା କାଲି ଠାରୁ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର ୦୨/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବଦଳିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି । ସାମୟିକ ଭାବେ ସ୍ଥଗିତ ରହିଲା ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି । ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ କାର୍ଯ୍ୟକାରୀ…

ଜାନୁୟାରୀ ୩ରୁ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ବର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି :   ଜାନୁୟାରୀ ୩ରୁ ​ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।  ବିଦ୍ୟାଳୟ ଗୁଡ଼ିକରେ ପୂର୍ବାହ୍ନ  ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଟା  ପର୍ଯ୍ୟନ୍ତ ପାଠପଢା ହେବ। ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ…

ରାଜ୍ୟରେ ଖୋଲିବ ୧୧ଟି ସାଇବର ଥାନା, ନିୟୋଜିତ ହେବେ ୧୫୪ ପୁଲିସ କର୍ମଚାରୀ

ଭୁବନେଶ୍ବର ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି । ସାଇବର ଅପରାଧ, ବ୍ୟାଙ୍କ ନେଣ-ଦେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ…

ରାଜ୍ୟରେ ସଂକ୍ରମଣ ହାର କମିବା ଭଲ ସଂକେତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ କମୁଛି। ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତ୍ତମାନ ଏହା ଧୀରେ ଧୀରେ କମି ୯ ପ୍ରତିଶତରେ ପହଞ୍ଚିଲାଣି । ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି। ଏହା ଏକ ଭଲ ସଙ୍କେତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…
error: Content is protected !!
Open chat