ହର୍ନାଜ୍ କୌର୍ ସନ୍ଧୁ ଜିଣିଲେ ‘ମିସ୍ ୟୁନିଭର୍ସ ୨୦୨୧’ ଟାଇଟଲ୍
ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଇଜ୍ରାଏଲ୍ର ଏଇଲାଟ୍ରେ ଅନୁଷ୍ଠିତ ‘୭୦ତମ ମିସ୍ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍ନାଜ୍ କୌର୍ ସନ୍ଧୁ ‘ମିସ୍ ୟୁନିଭର୍ସ ୨୦୨୧’ ଟାଇଟଲ୍ ଜିଣିଛନ୍ତି। ଦୀର୍ଘ ୨୧ ବର୍ଷ ପରେ ପୁନଶ୍ଚ!-->…