ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ
ନୂଆଦିଲ୍ଲୀ ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ବିଶ୍ୱରେ ଭୂପୃଷ୍ଠରେ ସର୍ବାଧିକ ବେଗରେ ଗତି କରିପାରୁଥିବା ଚିତାବାଘକୁ ଆଉ କିଛିଦିନ ମଧ୍ୟରେ ଭାରତୀୟମାନେ ଦେଖିବାର ସୁଯୋଗ ପାଇବେ। ପାଖାପାଖି ୫୦ ବର୍ଷ ତଳେ ଭାରତରୁ ଚିତାବାଘ ବଂଶ ବିଲୁପ୍ତ ହୋଇଯାଇଥିବାବେଳେ ଏବେ କିଛି ଚିତାବାଘ!-->…