‘ଡବ୍ଲୁଏଚ୍ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶଜ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନି
ନ୍ୟୁୟର୍କ: ଭାରତୀୟ ବଂଶଜ ବୈଶ୍ବିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନିଙ୍କୁ ‘ଦି ଡବ୍ଲୁଏଚ୍ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ସହିତ ଏହି ଫାଉଣ୍ଡେସନ୍ ସମଗ୍ର ବିଶ୍ବରେ ଉପୁଜୁଥିବା ଗୁରୁତ୍ବର ସ୍ବାସ୍ଥ୍ୟ ସମସ୍ୟା ସବୁର ମୁକାବିଲା!-->…