କ୍ରିକେଟ ଜୀବନକୁ ଅଲବିଦା କହିଲେ ହରଭଜନ
ନୂଆଦିଲ୍ଲୀ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ କ୍ରିକେଟ ଟିମର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ହରଭଜନ ସିଂ ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୩ ବର୍ଷ ପରେ ସେ କ୍ରିକେଟ ଜୀବନରୁ ସବୁଦିନ ପାଇଁ ବିଦାୟ ନେବାକୁ ନିଷ୍ପତ୍ତି!-->…