Browsing Tag

investigation

କୃଷକଙ୍କୁ ହତ୍ୟା ଉଦ୍ଦେଶ୍ୟମୂଳକ – ଏସ୍‌ଆଇଟି

ଲକ୍ଷ୍ନୌ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଆନ୍ଦୋଳନରତ କୃଷକଙ୍କୁ ଗାଡ଼ିମଡ଼ାଇ ହତ୍ୟା କରାଯିବା​ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ଏହା ଆଦୌ ଦୁର୍ଘଟଣା କିମ୍ବା ଅସାବଧାନତା ଜନିତ ମୃତ୍ୟୁ ନୁହେଁ; ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ। ଏଭଳି ମତ ଦେଇଛନ୍ତି…

ପରୀ ହତ୍ୟା ଘଟଣା : ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଏନସିପିସିଆର୍, କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ…

ନୂଆଦିଲ୍ଲୀ : ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର୍) ।ରାଜ୍ୟ ସରକାରଙ୍କ ନିର୍ଦେଶରେ କରାଯାଉଥିବା ଏସ୍‌ଆଇଟି ତଦନ୍ତରେ ତୃଟି ଥିବା ଦର୍ଶାଇ ଅସନ୍ତୋଷ ବ୍ୟକ୍ତ…
error: Content is protected !!
Open chat