୧୪ ବର୍ଷରୁ କମ୍ ବୟସର ପିଲାଙ୍କ ବ୍ୟବହାର ପାଇଁ ଖେଳନାରେ ବିଆଇଏସ୍ ମାନ ବାଧ୍ୟତାମୂଳକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ୧୪ ବର୍ଷରୁ କମ୍ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ ବିଆଇଏସ୍ ମାନ ପୂରଣ କରିବାକୁ ପଡ଼ିବ। ଏହା ଚାଇନା କମ୍ପାନୀଗୁଡ଼ିକ ପାଇଁ ବଡ଼ ଝଟ୍କା ହୋଇପାରେ।!-->…