ମହାକାଶ ଗବେଷଣା କ୍ଷେତ୍ରରେ କୃତ୍ରିମ ଉପଗ୍ରହ ଓ ରକେଟ ମଡେଲ ତିଆରି ପାଇଁ ଇସ୍ରୋ-ଭିସୁଟ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ
ମହାକାଶ ଗବେଷଣା କ୍ଷେତ୍ରରେ ବୁର୍ଲାସ୍ଥିତ ଭିସୁଟକୁ ବୈଷୟିକ ଓ ଆର୍ଥିକ ସହାୟତା ଯୋଗାବ ଇସ୍ରୋ ଇସ୍ରୋ ସହ ବୈଷୟିକ ଜ୍ଞାନକୌଶଳ ସଂକ୍ରାନ୍ତ କୌଣସି ଚୁକ୍ତି କରିବାରେ ଭାରତରେ ଭିସୁଟ ହେବ ପ୍ରଥମ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର/ବାଙ୍ଗାଲୁରୁ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮ :!-->!-->!-->…