୬୩ଟି ଦେଶରେ ଚିହ୍ନଟ ହେଲାଣି ‘ଓମିକ୍ରନ୍’; ଦ୍ରୁତ ବିସ୍ତାରରେ ‘ଡେଲ୍ଟା’କୁ ଟପି ଯାଇ ପାରେ: ବିଶ୍ବ ସ୍ବାସ୍ଥ୍ୟ…
ଜେନିଭା ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ‘ଡେଲ୍ଟା ଷ୍ଟ୍ରେନ୍’ ଅପେକ୍ଷା ‘ଓମିକ୍ରନ୍ କରୋନାଭାଇରସ୍’ ଅଧିକ ସଂକ୍ରମଣଶୀଳ। ଟିକାର ଫଳପ୍ରଦତାକୁ ହ୍ରାସ କରୁଥିଲେ ମଧ୍ୟ ପ୍ରାପ୍ତ ପ୍ରାରମ୍ଭିକ ତଥ୍ୟାବଳୀ ଅନୁସାରେ ଏହି ଭୂତାଣୁ ଆକ୍ରାନ୍ତଙ୍କ ଶରୀରରେ କମ୍ ସାଙ୍ଘାତିକ ଲକ୍ଷଣ ଦେଖାଯାଉଛି!-->…