ଜାନୁଆରୀ ୧୭ରୁ ଦେଶବ୍ୟାପୀ ଆରମ୍ଭ ହେବ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ
ଆସନ୍ତା ୧୭ ତାରିଖରୁ ଦେଶବ୍ୟାପୀ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୁଇଦିନ ତାମିଲ୍ନାଡ଼ୁ ଗସ୍ତରେ ଯାଇଛନ୍ତି। ଚେନ୍ନାଇରେ କୋଭିଡ୍ ୧୯ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସର ସମୀକ୍ଷା କାର୍ଯ୍ୟ!-->…