ରେକର୍ଡ ସୃଷ୍ଟି କଲା ଆଇପିଏଲ୍-୨୦୨୦ ଉଦ୍ଘାଟନୀ ମ୍ୟାଚ୍ : ଦେଖିଲେ ୨୦କୋଟିରୁ ଉର୍ଦ୍ଧ୍ଵ ଦର୍ଶକ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଯାହା ଆଶା କରାଯାଉଲା ତାହା ହୋଇଛି। ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଲୋକପ୍ରିୟତାର ସମସ୍ତ ରେକର୍ଡ ଭାଙ୍ଗୁଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ରେ ମୁମ୍ବଇ ଓ ଚେନ୍ନଇ ମଧ୍ୟରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚ୍ ପୂର୍ବ!-->…