Browsing Tag

july 31 2020

ପରୀକ୍ଷା କେନ୍ଦ୍ରକୁ ମାଗଣାରେ ଯିବେ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀ, ରହିବା ଦାୟିତ୍ୱ ନେବା ସହ ସମସ୍ତ ସୁବିଧା ଯୋଗାଇବ…

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣାବିନା କୌଣସି ବାଧାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ସେଣ୍ଟରକୁ ଯାଇପାରିବେଛାତ୍ରଛାତ୍ରୀ ଚାହିଁଲେ ପ୍ରଶାସନ ମଧ୍ୟ ଯିବା ଆସିବା ସୁବିଧା ଯୋଗାଇବଚଳିତବର୍ଷ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ କଳିଙ୍ଗ ଜ୍ୟୋତି ବ୍ୟୁରୋ…

ଗୁଗଲ୍ କର୍ମଚାରୀ ୨୦୨୧ ଜୁଲାଇ ୩୧ପର୍ଯ୍ୟନ୍ତ ଘରୁ କାମ କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଗଲ୍ ବିଶ୍ୱବ୍ୟାପି ନିଜର କର୍ମଚାରୀଙ୍କୁ ୨୦୨୧ ଜୁଲାଇ ଯାଏଁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଏନେଇ ଗୁଗଲ୍ ସିଇଓ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଜରିଆରେ ଏହି ବାର୍ତ୍ତା ପଠାଇଛନ୍ତି। …
error: Content is protected !!
Open chat