ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କୁ ଆଶ୍ବସ୍ତି : ବର୍ତ୍ତମାନ ପାଇଁ ଚାଷୀଙ୍କୁ ଫେରାଇବାକୁ ପଡ଼ିବ ନାହିଁ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଜି ଅଯୋଗ୍ୟ 'କାଳିଆ' ହିତାଧିକାରୀ ମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି । ବର୍ତ୍ତମାନ ପାଇଁ ଚାଷୀମାନଙ୍କୁ ଆଉ କାଳିଆ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ । କରୋନା ସ୍ଥିତି ଓ ଖରିଫ୍ ଫସଲକୁ ଦୃଷ୍ଟିରେ ରଖି ବର୍ତ୍ତମାନ!-->…