Browsing Tag

Kalahandi

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ ସହ…

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୧୦: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଆଜି ଧର୍ମଗଡ଼ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବନେତା ତଥା ପିସିସି ସଭ୍ୟ ଦିଗାମ୍ବର ଦୁରିଆଙ୍କ…

କଳାହାଣ୍ଡିରେ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ, ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଲେ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାର କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି…

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀ ନେଇ ରାଜ୍ୟର ୩୧୪ ବ୍ଲକକୁ ଯୁବକଙ୍କ ପଦଯାତ୍ରା

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯: ଓଡ଼ିଶାକୁ ସ୍ୱତ୍ୱନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଜିକୁ ୪୨୨ ଦିନ ହେବ ଓଡ଼ିଶାର ୩୧୪ ବ୍ଲକକୁ ପଦଯାତ୍ରା କରୁଛନ୍ତି ଜଣେ ଯୁବକ । ସତ୍ୟବ୍ରତ ଦାସ ଆଜିକୁ ୪୨୨ଦିନ ତଳେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ନିଜ ପଦ ଯାତ୍ରା ଆରମ୍ଭ…

ଧର୍ମଗଡ: ସଟସର୍କିଟରୁ ତେଜରାତି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ! !

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୯: ଧର୍ମଗଡ ସହରର କଲେଜ ରୋଡରେ ଡିସିବି ବ୍ୟାଙ୍କ ନିକଟରେ ଥିବା ବିଶ୍ୱାଳ କିରାନା ଷ୍ଟୋରରେ ସଟସର୍କିଟ ଯୋଗୁଁ ଗତକାଲି ରାତି ପ୍ରାୟ ତିନିଟା ସମୟରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ଉକ୍ତ ରାସ୍ତା ଦେଇ ପେଟ୍ରୋଲିଂରେ ଯାଉଥିବା…

BREAKING NEWS: ୨୬ ନମ୍ବର ଜାତୀୟ ରାଜପଥ ଭବାନୀପାଟଣା-ଜୟପୁର ରାସ୍ତା ସିଂଝରଣ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ଭବାନୀପାଟଣା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସିଂଝରଣ ପାଖରେ ଓଡି 08 K 0014 ନମ୍ବର ବିଶିିଷ୍ଟ ଏକ ମାରୁତି ସୁଜୁକି କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଛି । ଏହି ମର୍ମନ୍ତୁଦ…

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ : ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅଞ୍ଚଳରେ ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ବିଜୁଳି ଆଲୁଅ…

ଧର୍ମଗଡ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଉ ଦିନ କେଇଟା ପରେ ସାରା ଦେଶ ଆମର ସ୍ଵାଧିନତା ଦିବସ ପାଳନ କରିବାକୁ ଯାଉଛି, କିନ୍ତୁ ବିଡମ୍ବନା ଯେ, ଆଜି ସ୍ୱାଧିନତାର ପ୍ରାୟ ୭୪ ବର୍ଷ ପରେ ମଧ୍ୟ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧିନସ୍ଥ ଡ଼ୁମେରଗୁଡା ପଞ୍ଚାୟତର ବୋର୍ଡିପଡା…
error: Content is protected !!
Open chat