ଭାରତର ଡିଜିଟାଲ ଷ୍ଟ୍ରାଇକ ପରେ ଚୀନରୁ ଆମଦାନୀ ହେଉଥିବା ୩୭୧ ପ୍ରକାର ସାମଗ୍ରୀର ମାନ ଗଠନ ହେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭: ଚୀନ ପରି ଦେଶଗୁଡ଼ିକରୁ ଆସୁଥିବା ପ୍ରାୟ ୩୭୧ ପ୍ରକାରର ସାମଗ୍ରୀକୁ ବାଧ୍ୟତାମୂଳକ ଭାବେ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ(ଆଇଏସ୍) ଅଧୀନରେ ଆଣିବାର ଯୋଜନା କରିଛି ଭାରତ। ଖେଳନା, ଷ୍ଟିଲ୍ ବାର୍, ଷ୍ଟିଲ୍ ଟ୍ୟୁବ୍, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ,!-->…