ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ରେ ଇତିହାସ ରଚିଲେ ଶ୍ରୀକାନ୍ତ
ହ୍ୟୁଲ୍ଭା (ସ୍ପେନ୍): ଭାରତୀୟ କ୍ରୀଡ଼ା ଇତିହାସରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ର ପୁରୁଷ ଏକକ ବା ସିଙ୍ଗଲ୍ସ ଫାଇନାଲରେ ଶ୍ରୀକାନ୍ତ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲରେ ଶ୍ରୀକାନ୍ତ!-->…